ଆଜି ନୂଆଖାଇ : ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି

ସମ୍ବଲପୁର: ପଶ୍ଚିମ ଓଡିଶାର ଗଣପର୍ବ ‘ନୂଆଖାଇ’ ଅବସରରେ ଆଜି ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି କରାଯାଇଛି। ମିଳିଥିବା ସୂଚନା ଅନୁଯାୟୀ, ଆଜି ପୂର୍ବାହ୍ନ ୯ଟା ୩୫ରୁ ୯ଟା ୫୦ ଭିତରେ ପାରମ୍ପରିକ ରୀତିନୀତିରେ ନବାନ୍ନ ଲାଗି ହେବା ପରେ ଘରେ ଘରେ ଆରମ୍ଭ ହୋଇଯାଇଛି ନୂଆଖାଇ ଉତ୍ସବ। ଘରେ ଘରେ ନୂଆଖାଇ ଲାଗି ଆରମ୍ଭ ହୋଇଯାଇଛି। ବଡ଼ମାନଙ୍କୁ ଜୁହାର କରିବାର ପରମ୍ପରା ବା ନୂଆଖାଇ ଜୁହାର। … Continue reading ଆଜି ନୂଆଖାଇ : ନିର୍ଦ୍ଧାରିତ ଲଗ୍ନରେ ମା’ ସମଲେଇଙ୍କ ଠାରେ ନବାନ୍ନ ଲାଗି